ଆପଣ ବିବାହ କରିବାକୁଚାହୁଁଛନ୍ତିକି ?

ଯୋଡ଼ି ”କୁଆପଣଙ୍କୁସ୍ଵାଗତ । ସମସ୍ତ ସାଧାରଣ ଭାରତବାସୀଙ୍କ ପାଇଁ “ଭାରତମାଟ୍ରିମୋନି”ର ଏହା ଏକ ବହୁଭାଷୀ ମାଟ୍ରିମୋନି ସେବା (ଭାଷା ଅନୁଯାୟୀ ଆଞ୍ଚଳିକ ଡୋମେନ ଆସିବାକୁଯାଉଛି ) । ଆପଣ “ଯୋଡ଼ି” ଆପ ମାଧ୍ୟମରେ ହଜାର ସଂଖ୍ୟକରେ ଡିପ୍ଲୋମା,ଦ୍ଵାଦଶ ଓ ଦଶମ ଶ୍ରେଣୀ କିମ୍ବା ଏହାଠୁକମ ଶିକ୍ଷାଗତ ଯୋଗ୍ୟତାର ଟେକନିସିଆନ ସେଲ୍ସ ମ୍ୟାନ /ସେଲ୍ସ ଗର୍ଲ , ଡ୍ରାଇଭର ,ରୋଷେୟା,ଡେଲିବେରୀ ଏକ୍ସଜିକ୍ୟୁଟିଭ , ଟେଲିକଲରସ୍ , ଗାର୍ଡସ୍ ,ରକର, ସୁପରଭାଇଜର, କ୍ଲର୍କସ ପରି ଉପଯୁକ୍ତ ପାତ୍ରଙ୍କ ସହ (ଉଭୟ ପୁଅ ଓ ଝିଅ) ବିବାହ ପାଇଁ ଯୋଗାଯୋଗ କରିପାରିବେ ।
ଏବେ “ଯୋଡ଼ି ” ଆପ୍ଆପଣଙ୍କ ମାତୃଭାଷା (ହିନ୍ଦୀ,ତାମିଲ,ତେଲୁଗୁ )ରେ ଉପଲବ୍ଧ ଅଛି। ଖୁବ ଶୀଘ୍ର ବଙ୍ଗଳା,ମରାଠୀ , ଗୁଜରାଟୀ ଭାଷାରେ ଆସିବାକୁଯାଉଛି।

ନିଜ ପସନ୍ଦକୁବିସ୍ତାର କରନ୍ତୁ

“ଯୋଡ଼ି ” ସହ ଜୀବନସାଥୀ ଚୟନରେ ଆପଣଙ୍କୁଏବେ ଆଉ ନିଜ ପସନ୍ଦ ଓ ଆବଶ୍ୟକକୁ ସୀମିତ ପ୍ରୋଫାଇଲରେ ମଧ୍ୟରେ ବାନ୍ଧିରଖିବାକୁପଡିବନି । ବ୍ରୋକର, ମ୍ୟାରେଜ ବ୍ୟୁରୋସ ଓ ସମ୍ପର୍କୀୟଠାରୁମିଳୁଥିବା ବିବାହ ପ୍ରସ୍ତାବ କିମ୍ବା ମେଳକଠୁଯୋଡ଼ି ଆପଣଙ୍କୁଅପେକ୍ଷାକୃତ ଅଧିକ ପସନ୍ଦର ଓ ଉପଯୁକ୍ତ ମେଳକ ଯୋଗାଇବାକୁସାହାଯ୍ୟ କରେ।
  • ହଜାର ସଂଖ୍ୟକ ମେଳକ
  • ସହଜରେ ବ୍ୟବହାର କରିପାରିବ
  • ପ୍ରୋଫାଇଲ ଗୁଡିକମୋବାଇଲ ଦ୍ବାରା ଯାଞ୍ଚ କରାଯାଇଛି
  • ଆପଣଙ୍କ ଆଂଚଳିକ ଭାଷାରେ ଉପଲବ୍ଧ
  • ମାଗଣାରେ ପଞ୍ଜିକରଣ
  • ନିରାପଦ ଏବଂ ସୁରକ୍ଷିତ ଆପ୍ |

ହଜାରସଂଖ୍ୟକ ବର-କନ୍ୟା ଅପେକ୍ଷାରେ ଅଛନ୍ତି

ସମସ୍ତଙ୍କ ପାଇଁବିବାହ ମେଳକ ପ୍ରସ୍ତୁତ କରୁଥିବା ଆପ

ଓଡ଼ିଆ  (From Matrimony Group)

ଯୋଡ଼ିକୁବିନା ମୂଲ୍ୟରେ ପଞ୍ଜିକରଣ କରିପାରିବେ ଓ ଏହା ଏକ ସହଜ ବ୍ୟବହାରକାରୀ ଆପ୍

  •  
  •  
  •  
  •  

ସ୍ ଳ୍ପ ମୂଲ୍ୟର ପ୍ୟାକେଜରେ ଅତିରିକ୍ତ ସୁବିଧା

  • ବିବାହ ମେଳକ ସହ ସିଧା ସମ୍ପର୍କ କରନ୍ତୁ

    ଫୋନ ଓ whatsapp ରେ ନିଜ ପସନ୍ଦର ପ୍ରୋଫାଇଲ୍ସହ ସିଧାସଳଖ ଯୋଡିହୁଅନ୍ତୁ

  • ଅଗଣିତ ଜାତକ ଦେଖନ୍ତ

    ଆପଣ ପସନ୍ଦ କରିଥବା ବିବାହ ମେଳକଙ୍କ ଜାତକ ଦେଖନ୍ତ

ଆମ ସହ ଆପଣ ସୁରକ୍ଷିତ
  • ଯୋଡ଼ି” ଆପର ସମସ୍ତ ପ୍ରୋଫାଇଲକୁମୋବାଇଲ ଦ୍ବାରା ଯାଞ୍ଚ କରାଯାଇଛି।
  • ସମସ୍ତ ବର ପାତ୍ରଙ୍କ ପ୍ରୋଫାଇଲ ସରକାରୀ ପରିଚୟପତ୍ର ସହ ଯାଞ୍ଚ କରାଯାଇଛି।
  • ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ୧୦୦ % ସୁରକ୍ଷିତ ଓ ଏହାକୁ କୌଣସିବ୍ୟକ୍ତିକପିକିମ୍ବା ସେୟାର କରିପାରିବେନି।